Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆରମ୍ଭ ହେଲା ବଳଭଦ୍ରଙ୍କ ରଥଟଣା

Odisha

ଆରମ୍ଭ ହେଲା ବଳଭଦ୍ରଙ୍କ ରଥଟଣା

Ritu Das
Browse all articles by Ritu Das
·1 year ago
ଆରମ୍ଭ ହେଲା ବଳଭଦ୍ରଙ୍କ ରଥଟଣା

ଅର୍ଗସ ବ୍ୟୁରୋ: ଆରମ୍ଭ ହେଲା ଶ୍ରୀବଳଭଦ୍ରଙ୍କ ରଥଟଣା । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । 

୩ ଠାକୁରଙ୍କୁ ଦେଖିବାକୁ ବଡଦାଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ । ଆଗରେ ଆଗରେ ଏବେ ମାଡି ଚାଲିବେ ବଡ ଭାଇ, ପଛରେ ଆସିବେ ହଳଦୀ ମୁହିଁ, ସବାଶେଷରେ କାଳିଆ ଠାକୁର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Balabhadra's | Argus News