Videos
|
Odisha

ଉଦଘାଟନ ପୂର୍ବରୁ ମଞ୍ଚରୁ ଉଠି ଚାଲିଗଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

Banajyotshna Ray
Browse all articles by Banajyotshna Ray
·2 years ago
ଉଦଘାଟନ ପୂର୍ବରୁ ମଞ୍ଚରୁ ଉଠି ଚାଲିଗଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର

ଅର୍ଗସ ବ୍ୟୁରୋ: ବଲାଙ୍ଗିରରେ ଭୀମଭୋଇ ମେଡିକାଲ କଲେଜ ଉଦଘାଟନ କାର୍ଯ୍ୟକ୍ରମ ଚାଲିଥିଲା । ଉଦଘାଟନ ପୂର୍ବରୁ ମଞ୍ଚରୁ ଉଠି ଚାଲିଗଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର। କେବଳ ବିଜେଡି ନେତାଙ୍କୁ  କହିବାକୁ ସୁଯୋଗ ଦେଉଥିବାରୁ ଅସନ୍ତୋଷ ପ୍ରକାଶ କରି ନରସିଂହ ମିଶ୍ର ଉଠି ଚାଲିଗଲେ ବୋଲି ଜଣାପଡିଛି । ନିର୍ବାଚନ ପାଇଁ ଶସ୍ତା ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ନରସିଂହ ମିଶ୍ର। ଏହାସହ ଅସମ୍ପୁର୍ଣ୍ଣ ହସ୍ପିଟାଲକୁ କଣ ପାଇଁ ଉଦଘାଟନ କରୁଛନ୍ତି ବୋଳି ପ୍ରଶ୍ନ ଉଠାଇଛନ୍ତି ବଲାଙ୍ଗିର ବିଧାୟକ।

ବର୍ତ୍ତମାନ ସବୁଠି ରାଜନୀତି ଚାଲିଥିବା ଦେଖିବାକୁ ମିଳୁଛି। ସେ ପୁଣି ଉଦଘାଟନ କାର୍ଯ୍ୟକ୍ରମରେ। ବିଜେଡି ଦିନକୁ ଦିନ ତାର ହିନ ରାଜନୀତି କରୁଥିବା ଜଣାପଡିଛି।ଯାହାକୁ ବିରୋଧ କରି ମଞ୍ଚରୁ ଉଠି ଚାଲିଗଲେ ନରସିଂହ ମିଶ୍ର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Balangir MLA Narasingha Mishra left the stage before the inauguration | Argus News