Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଏନଏସି ମାନ୍ୟତା ଦାବିରେ ଆଜି ବାମରା ୧୨ ଘଣ୍ଟିଆ ବନ୍ଦ

Odisha

ଏନଏସି ମାନ୍ୟତା ଦାବିରେ ଆଜି ବାମରା ୧୨ ଘଣ୍ଟିଆ ବନ୍ଦ

Swayangprajna Mishra
Browse all articles by Swayangprajna Mishra
·2 years ago
ଏନଏସି ମାନ୍ୟତା ଦାବିରେ ଆଜି ବାମରା ୧୨ ଘଣ୍ଟିଆ ବନ୍ଦ

ସମ୍ବଲପୁର : ଏନଏସି ମାନ୍ୟତା ଦାବିରେ ଆଜି ବାମରା ୧୨ ଘଣ୍ଟିଆ ବନ୍ଦ ଡାକରା। ବନ୍ଦ ଡାକରା ଦେଇଛନ୍ତି ବାମରା ନାଗରିକ କମିଟି। ଆଜି ସକାଳ ୬ ଟା ରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବାମରା ବନ୍ଦ ଡାକରା ଦିଆଯାଇଛି।

ଅଧିକ ପଢନ୍ତୁ : ଏନଏସି ଘୋଷଣା ନ ହେବା ନେଇ ଆସନ୍ତା ୨୮ ତାରିଖରେ ବାମରା ବନ୍ଦ ଡାକରା

ଦୋକାନ ବଜାର ବନ୍ଦ ସହିତ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି। ଏହା ସହିତ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଅନୁଷ୍ଠାନ, ବ୍ୟାଙ୍କ ମଧ୍ୟ ବନ୍ଦ ରହିବ। ଏହି ବନ୍ଦ ସମୟରେ ବିଭିନ୍ନ ସଂଘଠନ ସାମିଲ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Bamra 12-hour shutdown today to demand NAC | Argus News