Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଡ୍ୟୁଟିରେ ଥାଇ ଫୁଙ୍ଗୁଳା ଦେହରେ ବୁଲିଲେ ପୋଲିସ ଇନ୍ସପେକ୍ଟର

Smruti Parija
Browse all articles by Smruti Parija
·2 years ago
ଡ୍ୟୁଟିରେ ଥାଇ ଫୁଙ୍ଗୁଳା ଦେହରେ ବୁଲିଲେ ପୋଲିସ ଇନ୍ସପେକ୍ଟର

ଜଗତସିଂହପୁର: ଥାନାବାବୁଙ୍କ ଔଦ୍ଧତ୍ୟ । ଥାନା ଭିତରେ ସବ୍ ଇନ୍ସପେକ୍ଟର ଅଭୟ ପରିଡାଙ୍କ ଦବଙ୍ଗଗିରି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବନ୍ଦର ସାମୁଦ୍ରିକ ଥାନା ସବ୍ ଇନ୍ସପେକ୍ଟର ଅଭୟ ପରିଡା । ଅନ୍ ଡ୍ୟୁଟି ଥାଇ ଖୋଲା ଦେହରେ ମହିଳାଙ୍କ ସହ କିଭଳି ଢଙ୍ଗରେ କରୁଛନ୍ତି କଥାବାର୍ତ୍ତା । ହାତରେ ଅଛି ସିଗାରେଟ୍ ପ୍ୟାକେଟ୍ । ସେ ନିଶାସକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି । 

ଥାନାକୁ FIR ଦେବାକୁ ଆସିଥିବା ମରୀଚିପୁର ପଞ୍ଚାୟତ କେରବେଲାରୀ ଗାଁର ଏକାଧିକ ମହିଳାଙ୍କ ଉପସ୍ଥିତିରେ ଏ ଥାନା ବାବୁ ଫୁଙ୍ଗୁଳା ଦେହରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏ ହେଉଛି ବିଜେଡି ସରକାରଙ୍କ ବହୁ ପ୍ରଚାରିତ ମୋ ପୋଲିସ । ଆଉ ଏଭିଳ ଦିଆଯାଉଛି ଥାନାରେ ମାଆକୁ ସମ୍ମାନ । ମୁଖ୍ୟମନ୍ତ୍ରୀ ଏହା ଦେଖୁଛନ୍ତି ତ ? 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bandar-police-inspector-misbeahve-people-on-duty | Argus News