Videos
|
Odisha

ସମ୍ବଲପୁରରେ ଲୁଚିଛନ୍ତି  ବାଂଲାଦେଶୀ ଅନୁପ୍ରବେଶକାରୀ

Manini Pattanayak
Browse all articles by Manini Pattanayak
·1 year ago
ସମ୍ବଲପୁରରେ ଲୁଚିଛନ୍ତି  ବାଂଲାଦେଶୀ ଅନୁପ୍ରବେଶକାରୀ

ସମ୍ବଲପୁର : ସମ୍ବଲପୁରରେ ବେଆଇନ ଭାବେ ଲୁଚିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଏମାନଙ୍କୁ ଧରି ପୋଲିସରେ ଜିମା ଦେଇଛନ୍ତି ବିଜେପି ଯୁବମୋର୍ଚ୍ଚା କର୍ମୀ। ବୁଢାରଜା ଅଂଚଳର ଏକ ଫ୍ଲାଟରେ ୩୪ ଜଣ ଯୁବକ ଲୁଚି ରହିଥିବାର ଜଣାପଡିବା ପରେ ଏମାନଙ୍କୁ କାବୁ କରିଥିଲେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ।

ପରିଚୟ ପତ୍ର ଯାଂଚ ପରେ ଏମାନେ ବାଙ୍ଗାଲାଦେଶୀ ବୋଲି ଜଣାପଡିଛି । ସେପଟେ ପୋଲିସକୁ ଯିମା ଦେବାପରେ ଏସଡିପିଓ ଓ ଅତିରିକ୍ତି ଏସପି ଘଟଣାର ଯାଂଚ ଆରମ୍ଭ କରିଛନ୍ତି। ସମସ୍ତଙ୍କ ପରିଚୟ ପତ୍ର ଯାଞ୍ଚ ଚାଲିଛି। ବାଙ୍ଗାଳଦେଶୀ ହୋଇଥିଲେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି। 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Bangladeshi infiltrators are hiding in Sambalpur | Argus News