|
logo
Live

Argus News - ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ 

Odisha

ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ 

Manini Pattanayak
Browse all articles by Manini Pattanayak
·2 years ago·1 min read
ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ 

ବଲାଙ୍ଗିର:  ବାହାର ରାଜ୍ୟ ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ ।  ଉଦ୍ଧାର ଶ୍ରମିକ ମାନେ ହେଉଛନ୍ତି ନୂଆପଡା ଜିଲ୍ଲା  ସିନାପାଲି ଓ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା  ଅଞ୍ଚଳ ର ବୋଲି ଜଣାପଡିଛି  ।

ଏକ ଟାଟା ମ୍ୟାଜିକ ଗାଡିରେ ୨ ଦଲାଲ ଚନ୍ଦ୍ରିକା ମାଝୀ ଓ ଯଦୁମଣି ଚଳାନ କଣ୍ଟାବାଞ୍ଜି ଷ୍ଟେସନକୁ ନେଇ ଯାଉଥିବା ବେଳେ ବଙ୍ଗୋମୁଣ୍ଡା ରୁ ଏକ ଛକ ରୁ ଉଦ୍ଧାର କରିଥିଲା । ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଏକ ମାମଲା ରୁଜୁ କରି ୨ ଦଲାଲ ଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି  ବଙ୍ଗୋମୁଣ୍ଡା ପୋଲିସ । ତେବେ ଦିନ କୁ ଦିନ ବଙ୍ଗୋମୁଣ୍ଡା ଅଞ୍ଚଳ ରେ ଦାଦନ ଚାଲାଣ ର ବୃଦ୍ଧି ପାଉଛି । ରାଜ୍ୟ ସରକାର ଲୋକ ଙ୍କୁ କାମ ଯୋଗାଇ ରେ ବିଫଳ ହୋଇଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ହାଇଦ୍ରାବାଦକୁ ଚାଲାଣ ବେଳେ ୮ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୋଲିସ  | Argus News