Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଢ଼େଙ୍କାନାଳରେ ବରା ଦିବସ ପାଳିତ 

Manini Pattanayak
Browse all articles by Manini Pattanayak
·2 years ago
ଢ଼େଙ୍କାନାଳରେ ବରା ଦିବସ ପାଳିତ 

ଭୁବନେଶ୍ୱର:  ଆଜି ବରା ଦିବସ। ଢ଼େଙ୍କାନାଳବାସୀ ଧୁମଧାମରେ ବରା ଦିବସ ପାଳନ କରିଛନ୍ତି। ଢ଼େଙ୍କାନାଳ ବରାର ସାରା ଦେଶରେ ସ୍ଵତନ୍ତ୍ର ପରିଚୟ ରହିଛି।

ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ଏପ୍ରିଲ 7 ତାରିଖକୁ ବରା ଦିବସ ଭାବେ ପାଳନ କରାଯାଉଛି। ସରକାର ଢେଙ୍କାନାଳର ବରାକୁ  ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରିବା ପାଇଁ ଢ଼େଙ୍କାନାଳ ବାସୀ ମାନେ ଦାବି କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bara day reared in Dhenkanal | Argus News