Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରଗଡ଼ ବିଧାୟକଙ୍କ ଆପତ୍ତିଜନକ ମନ୍ତବ୍ୟ

Ritu Das
Browse all articles by Ritu Das
·2 years ago
ବରଗଡ଼ ବିଧାୟକଙ୍କ ଆପତ୍ତିଜନକ ମନ୍ତବ୍ୟ

ଅର୍ଗସ ବ୍ୟୁରୋ: ବରଗଡ଼ ବିଧାୟକଙ୍କ ଆପତ୍ତିଜନକ ମନ୍ତବ୍ୟ। ସମ୍ବଲପୁରିଆଙ୍କୁ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ ଅପମାନିତ କରିଥିବା ଅଭିଯୋଗ ହୋଇଛି। ବିଜେପୁରରେ ଆୟୋଜିତ ସଭାରେ ସମ୍ବଲପୁରିଆ ଗୋଡ଼ ଟାଣନ୍ତି ବୋଲି କହିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ । ଯେଉଁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି ପଛରୁ ସମ୍ବଲପୁରିଆ ଭଳି ତାଙ୍କର ଗୋଡ଼ ଟାଣୁଛନ୍ତି ବୋଲି କହିଥିଲେ ଦେବେଶ । 

ଏହାସହ ସଭାରେ ଖାଦ୍ୟଶସ୍ୟ ଉତ୍ପାଦନର ଭୁଲ ତଥ୍ୟ ଦେଇ ହଟହଟା ହେଇଛନ୍ତି ବିଧାୟକ । 2 ହଜାର ମସିହାରେ 50 ଲକ୍ଷ ମାଟ୍ରିକ ଟନ ଖାଦ୍ୟଶସ୍ୟ ଉତ୍ପାଦିତ ହେଉଥିଲା ଏବେ 1 ଲକ୍ଷ 30 ହଜାର ମାଟ୍ରିକ ଟନ ଉତ୍ପାଦନ ହେଉଥିବା କହିଥିଲେ ବିଧାୟକ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bargarh MLA's | Argus News