Videos
|
Odisha

44.6 ଡିଗ୍ରୀ ସେଲସିୟସ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

Ritu Das
Browse all articles by Ritu Das
·2 years ago
44.6 ଡିଗ୍ରୀ ସେଲସିୟସ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଅର୍ଗସ ବ୍ୟୁରୋ: ବଢୁଛି ତାତି, ଅସହ୍ୟ ଗରମରେ ସନ୍ତୁଳି ହେଉଛି ରାଜ୍ୟ । 44.6 ଡିଗ୍ରୀ ସେଲସିୟସ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। 9 ସହରର ତାପମାତ୍ରା 43 ଡିଗ୍ରୀ ଓ ଅଧିକ ରେକର୍ଡ ହୋଇଛି । 

30 ସହରରେ ପାରଦ 40 ଡିଗ୍ରୀରୁ ଅଧିକ ରହିଛି। ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖି ଆସନ୍ତା 25ରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। 22ରୁ 24 ତାରିଖ ପର୍ଯ୍ୟନ୍ତ ତିନି ଦିନ ପାଇଁ ସମସ୍ତ ସ୍କୁଲ ସକାଳୁଆ ଚାଲିବ । ସକାଳ 6ଟା 30ରୁ 10ଟା 30 ଯାଏଁ ହେବ ପାଠପଢ଼ା। ଏହି ନିଷ୍ପତ୍ତି ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ସମସ୍ତ ବିଦ୍ୟାଳୟ ପାଇଁ ଲାଗୁ ହୋଇଛି। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Baripada is the hottest | Argus News