Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜରିମାନା ନ ଦେବାରୁ  ଗାଁରୁ କରାଯାଇଛି ବାସନ୍ଦ

Odisha

ଜରିମାନା ନ ଦେବାରୁ  ଗାଁରୁ କରାଯାଇଛି ବାସନ୍ଦ

Rashmita Mishra
Browse all articles by Rashmita Mishra
·1 year ago
ଜରିମାନା ନ ଦେବାରୁ  ଗାଁରୁ କରାଯାଇଛି ବାସନ୍ଦ

ଅର୍ଗସ ବ୍ୟୁରୋ: ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅଞ୍ଚଳରେ କଙ୍ଗାରୁ କୋର୍ଟ। ଜରିମାନା ନ ଦେବାରୁ  ଗାଁରୁ କରାଯାଇଛି ବାସନ୍ଦ। ଗୋପୀନାଥ ପୁର ଗାଁର 8ପରିବାରକୁ ନିଆଁ, ପାଣି, ଦୋକାନ ବଜାର ବନ୍ଦ କଲେ ଗାଁ ସଭାପତି l ଗାଁର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ଗାଁର ସଭାପତି ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ ମୋଟା ଅଙ୍କର ଜରିମାନା ଦେବାକୁ ବାଧ୍ୟ କରିଥିଲେ। ଜରିମାନା ନ ଦେବାରୁ  ଗାଁ ରୁ ବାସନ୍ଦ କରାଯାଇଛି।  ଏନେଇ ଗାଁରୁ ବାସନ୍ଦ ହୋଇଥିବା ଚୈତନ୍ୟ ସାହୁ ଦର୍ପନାରାୟଣପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ସହ ମାନବାଧିକାର କମିଶନକୁ ଅବଗତ କରାଇଛନ୍ତି। ଏହି ପ୍ରଥା ଆଇନ ବିରୁଦ୍ଧରେ ହୋଇଥିବା ବେଳେ ଜ଼ିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ସଚେତନତାର ଅଭାବ ଯୋଗୁଁ  ରଣପୁର ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । 

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Basand was banished from the village for not paying the fine | Argus News