Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତଳସରା ବିଧାୟକ ଭବାନୀ ଭୋଇ ହେବେ ଉପବାଚସ୍ପତି

Banajyotshna Ray
Browse all articles by Banajyotshna Ray
·1 year ago
ତଳସରା ବିଧାୟକ ଭବାନୀ ଭୋଇ ହେବେ ଉପବାଚସ୍ପତି

ଅର୍ଗସ ବ୍ୟୁରୋ:  ଭବାନୀ ଶଙ୍କର ଭୋଇ ହେବେ ଉପବାଚସ୍ପତି । ତଳସରା ବିଧାୟକ ଭବାନୀ ଭୋଇ ହେବେ ଉପବାଚସ୍ପତି । ଉପବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ଭବାନୀ । ଭବାନୀଙ୍କ ନାମ ଘୋଷଣା କଲା ଭାରତୀୟ ଜନତା ପାର୍ଟି । ୨୦୧୯ ଓ ୨୦୨୪ରେ ଜିତିଥିଲେ ନିର୍ବାଚନ। ଦ୍ୱିତୀୟ ଥର ଲାଗି ନିର୍ବାଚନରେ ମାରିଛନ୍ତି ବାଜି। ଏହାସହ ଓଡିଶା ରାଜନୀତିରେଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି। ଓଡିଶା ବିଧାନସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Basara MLA Bhabani Bhoi will be the Deputy Speaker of assembly | Argus News