Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ କ୍ବାର୍ଟର୍ସରୁ ବିଡିଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Swayangprajna Mishra
Browse all articles by Swayangprajna Mishra
·2 years ago
ସରକାରୀ କ୍ବାର୍ଟର୍ସରୁ ବିଡିଓଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମୁଳିଆରେ ବିଡିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ଆତ୍ମହତ୍ୟା । ସରକାରୀ କ୍ବାଟର୍ସରେ ବେକରେ ଗାମୁଛା ଲାଗିଥିବା ଅବସ୍ଥାରେ ଝୁଲନ୍ତା ମୃତଦେହ ଉଦ୍ଧାର । ୨ ମାସ ହେବ ସିମୁଳିଆରେ ନିଯୁକ୍ତି ହୋଇଥିଲେ ବିଶ୍ବରଞ୍ଜନ ।

ଅଧିକ ପଢନ୍ତୁ : ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ତେବେ ବିଡିଓ ଆତ୍ମହତ୍ୟା କରାଯାଉଥିବା ଅଭିଯୋଗ କରାଯାଉଛି । କାରଣ ଅସ୍ପଷ୍ଟ ଥିବାବେଳେ, ଘଟଣାସ୍ଥଳରେ ପୋଲିସର ଛାନଭିନ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BDO's hanging body recovered from government quarters | Argus News