Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବେଳାଭୂମିରୁ ଲୁଟ: ଦୁଇ ଲୁଟେରା ଗିରଫ

Ritu Das
Browse all articles by Ritu Das
·1 year ago
ବେଳାଭୂମିରୁ ଲୁଟ: ଦୁଇ ଲୁଟେରା ଗିରଫ

ଅର୍ଗସ ବ୍ୟୁରୋ: ଉଦୟପୁର ବେଳାଭୂମିରୁ ପର୍ଯ୍ୟଟକଙ୍କୁ ଠାରୁ ମୋବାଇଲ ଓ ମନିପର୍ସ ଲୁଟିନେଇ ଚମ୍ପଟ ମାରୁଥିବା ବେଳେ ଦୁଇ ବଙ୍ଗୀୟ ଲୁଟେରାଙ୍କୁ କାବୁ କରି ଗିରଫ କଲା ମେରାଇନ ପୋଲିସ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମିରେ କିଛି ପର୍ଯ୍ୟଟକ ମୋବାଇଲ ଓ ମନିପର୍ସ ରଖି ସମୁଦ୍ରରେ ଗାଧୋଉଥିଵା ବେଳେ ଦୁଇ ବଙ୍ଗୀୟ ଯୁବକ ମୋବାଇଲ ଓ ମନିପର୍ସ ଧରି ଚମ୍ପଟ ମାରିଥିଲେ। ଖବର ପାଇ ତାଳସାରୀ ମେରାଇନ ପୋଲିସ ଯୁବକ ଦୁଇ ଜଣକ ପିଛା କରି କାବୁ କରିଥିଲେ। 
ପରବର୍ତ୍ତୀ ସମୟରେ ସେମାନଙ୍କ ଠାରୁ ୭ ଟି ମୋବାଇଲ ୪ ଟି ମନିପର୍ସ ଜବତ କରାଯାଇ ଉଭୟଙ୍କ ନାଁରେ ଏକ ମାମଲା (ନଂ.୯୯/୨୪) ରୁଜୁ ହୋଇଛି। ତେବେ ଯୁବକ ଜଣକ ଘର ପଶ୍ଚିମବଙ୍ଗ ଦିଘାର ବୋଲି ଜଣାପଡିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Beach robbery: | Argus News