Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସହରମୁହାଁ ଭାଲୁ: ଲୋକେ ଭୟଭୀତ

Ritu Das
Browse all articles by Ritu Das
·2 years ago
ସହରମୁହାଁ ଭାଲୁ: ଲୋକେ ଭୟଭୀତ

ଅର୍ଗସ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଭିତରେ ଭାଲୁ ଦେଖିବାକୁ ମିଳିଛି। ଜଙ୍ଗଲ ହ୍ରାସ ଏହାର ପ୍ରମୁଖ କାରଣ ତେଣୁ ଖାଦ୍ୟ ଅନ୍ୱେଷଣରେ ସହର ଭିତରକୁ ପଶି ଆସିଥିବା ନେଇ ଅଞ୍ଚଳବାସୀ କହିଛନ୍ତି। ସକାଳ ୫ଘଣ୍ଟା ସମୟରେ ଉମରକୋଟ ସହର ସ୍ଥିତ ଡଙ୍ଗରି ଗୁଡା, ହଠାତ କଲୋନୀରେ ବୁଲୁଥିବା ଦେଖିବାକୁ ମିଳିଛି ଭାଲୁ ତେଣୁ ଆତଙ୍କିତ ହୋଇ ଘରୁ ବାହାରୁନାହାନ୍ତି। 

ଉମରକୋଟ ବନ ବିଭାଗ ଖବର ପାଇ ମଧ୍ୟ ଭାଲୁକୁ କିପରି ଘଉଡ଼ାଇବ ସେଥିପାଇଁ କୌଣସି ବ୍ୟବସ୍ଥା କରୁ ନ ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଲୋକେ ଦାବି କରୁଛନ୍ତି ବନବିଭାଗ ଭାଲୁକୁ ଶୀଘ୍ର ସହର ମଧ୍ୟରୁ ବାହାର କରି ଜଙ୍ଗଲକୁ ପଠାନ୍ତୁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
bear terror | Argus News