Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କୁନ୍ଦ୍ରା ଅଞ୍ଚଳରେ ଭାଲୁ ଆତଙ୍କ: ଗାଁରେ ବୁଲୁଛନ୍ତି ୪ଭାଲୁ

Odisha

କୁନ୍ଦ୍ରା ଅଞ୍ଚଳରେ ଭାଲୁ ଆତଙ୍କ: ଗାଁରେ ବୁଲୁଛନ୍ତି ୪ଭାଲୁ

Ritu Das
Browse all articles by Ritu Das
·2 years ago
କୁନ୍ଦ୍ରା ଅଞ୍ଚଳରେ ଭାଲୁ ଆତଙ୍କ: ଗାଁରେ ବୁଲୁଛନ୍ତି ୪ଭାଲୁ

ଅର୍ଗସ ବ୍ୟୁରୋ: କିଛି ମାସ ହେଲା କୁନ୍ଦ୍ରା ଅଞ୍ଚଳରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। 4 ଦିନ ପୂର୍ବରୁ ଭାଲୁ କାମୁଡ଼ିବା ଯୋଗୁଁ ଜଣେ ବ୍ୟକ୍ତିର ଜୀବନ ଯାଇଥିବା ବେଳେ ଆଉ କିଛି ଦିନ ପୂର୍ବେ ଜଣେ ଭାଲୁ କାମୁଡା ଯୋଗୁଁ  ଆହତ ହୋଇଥିଲେ। 

ଅଞ୍ଚଳବାସୀ ମଧ୍ୟରେ ଭାଲୁ ଆତଙ୍କ ବଢ଼ିବାରେ ଲାଗିଛି। କିନ୍ତୁ ପ୍ରଶାସନ ଭାଲୁକୁ କାବୁ କରିବା କ୍ଷେତ୍ରରେ ସକ୍ଷମ ହୋଇପାରୁ ନାହିଁ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Bear terror | Argus News