Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିମଳାଙ୍କ ମନ୍ଦିର ନିକଟରେ ସେବାୟତ ହାତାହାତି

Odisha

ବିମଳାଙ୍କ ମନ୍ଦିର ନିକଟରେ ସେବାୟତ ହାତାହାତି

Banajyotshna Ray
Browse all articles by Banajyotshna Ray
·2 years ago
ବିମଳାଙ୍କ ମନ୍ଦିର ନିକଟରେ ସେବାୟତ ହାତାହାତି

ଅର୍ଗସ ବ୍ୟୁରୋ: ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ମାଡପିଟ୍ । ବିମଳାଙ୍କ ମନ୍ଦିର ନିକଟରେ ସେବାୟତ ହାତାହତି ହୋଇଥିବା ସୂଚନା । ପାଳି ଖଟିବାକୁ ନେଇ ଦୁଇଜଣ ସେବାୟତ ମଧ୍ୟରେ ହାତାହାତି। ଗଣ୍ଡଗୋଳରେ ସେବାୟତ ଶ୍ୟାମ ପଣ୍ଡା ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଆଖି ଓ ଛାତିରେ କ୍ଷତ ସୃଷ୍ଟି ହୋଇଛି। ଆହତ ଶ୍ୟାମ ପଣ୍ଡାଙ୍କ ସହ ପାଳି ଖଟିବାକୁ ନେଇ ଆଉ ଜଣେ ସେବାୟତ ନରସିଂହ ପଣ୍ଡାଙ୍କ ଗଣ୍ଡଗୋଳ ହୋଇଥିଲା। ଶ୍ରୀମନ୍ଦିର ଭିତରେ ମାରପିଟ୍ ପରେ ଉଭୟ ସେବାୟତଙ୍କୁ ପ୍ରଥମେ ସିଂହଦ୍ଵାର ଥାନା ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Beating of temple attendants inside the temple | Argus News