ରେଳ ଧାରଣାରେ କଟିଗଲା ଛୁଆହାତୀ
·1 year ago

ସୁନ୍ଦରଗଡ: ରେଳ ଧାରଣାରେ କଟିଗଲା ଛୁଆହାତୀ । ମୃତଦେହ ଜଗି ରହିଛନ୍ତି ମା ହାତୀ ସହ ହାତୀପଲ। ବରସୁଆଁ ରେଞ୍ଜ ଚୋରଧରା ସେକ୍ସନ ସୁନୁବୁରୁ ରେଳ ଧାରଣା ନିକଟରେ ପଡି ରହିଛି ଛୁଆ ହାତୀର ମୃତ ଦେହ ।
ଘଟଣା ସ୍ଥଳରେ ବୌଦ୍ଧ ଅତିରିକ୍ତ ତହସିଲଦାର କୁମୁଦ ଚନ୍ଦ୍ର ଦଳ ବେହେରା ପହଂଚି ପରିବାର ଲୋକଙ୍କୁ ବୁଝାସୁଝା ସହ ରେଡ୍କ୍ରସ ଫଣ୍ଡରୁ 10 ହଜାର ଟଙ୍କା ସହାୟତା ଦେବାକୁ ପ୍ରତିଶ୍ରୁତି ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: