Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

  ତାଳ ପାଇଁ କୁନି ହାତୀର ଜୀବନ ଗଲା 

Manini Pattanayak
Browse all articles by Manini Pattanayak
·1 year ago
  ତାଳ ପାଇଁ କୁନି ହାତୀର ଜୀବନ ଗଲା 

ଭୁବନେଶ୍ୱର: ତାଳ ପାଇଁ କୁନି ହାତୀର ଜୀବନ ଗଲା । ହାତୀର ତଣ୍ଟିରେ ଲାଖି ରହିଥିଲା ତାଳ । ତେଣୁ ହାତୀ ଛୁଆ ଟି କିଛି ଖାଇ ପିଇ ପାରୁ ନଥିଲା । X-Ray ଓ ଏଣ୍ଡୋସ୍କୋପିରେ କିଛି ପ୍ରତିବନ୍ଧକ ଥିବା ଜଣାପଡ଼ିଥିଲେ ମଧ୍ଯ ତାହା ତାଳ ବୋଲି ଜଣା ପଡ଼ି ନଥିଲା ।

ଦୁଇ ଦିନ ତଳେ ପାଇପ ସାହାଯ୍ୟରେ ତାଳକୁ ପାକସ୍ଥଳୀକୁ ଖସାଇ ଦିଆଯାଇଥିଲା । କିନ୍ତୁ ସେତେବେଳକୁ ହାତୀ ଛୁଆଟି ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ସାରିଥିଲା । ଏବେ ପୋଷ୍ଟ ମର୍ଟମ ପରେ ଏନେଇ ଜଣା ପଡ଼ିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Beby elephant's life was lost for the tal | Argus News