Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗୋ ମାଂସ ଚାଲାଣ ବେଳେ ମାଡି ବସିଲା ପୋଲିସ

Smruti Parija
Browse all articles by Smruti Parija
·1 year ago
ଗୋ ମାଂସ ଚାଲାଣ ବେଳେ ମାଡି ବସିଲା ପୋଲିସ

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜ୍ୟ ବାହାରକୁ ଗୋ ମାଂସ ଚାଲାଣ ବେଳେ ଗୋଡ଼ାଇ ଧରିଲେ ସ୍ଥାନୀୟ ଲୋକେ । ପିକ୍ ଅପ୍ ଭ୍ୟାନରେ ହେଉଥିଲା ଗୋ ମାଂସ ଚାଲାଣ । ପୁରୀ ଆଡୁ ପିକ୍ ଅପ ଭ୍ୟାନକୁ ପିଛା କରି ନୟାପଲ୍ଲୀ କ୍ରାଉନ ହୋଟେଲ ସାମ୍ନାରେ ଧରିଲେ କିଛି ଯୁବକ ଓ ସ୍ଥାନୀୟ ଲୋକେ ।  ଗାଡି ଛାଡି ଡ୍ରାଇଭର ଓ ହେଲପର୍ ଫେରାର ।  

ଘଟଣାସ୍ଥଳରୁ ଗୋ ମାଂସ ବୋଝେଇ ଗାଡିକୁ ଜବତ କରିଛି ନୟାପଲୀ ଥାନା ପୋଲିସ । 5 କୁଇଣ୍ଟାଲରୁ ଅଧିକ ଗୋମାଂସ ହେଉଥିଲା ଚାଲାଣ ।  ଗୋ ମାଂସ ଚାଲାଣ ପଛରେ କିଏ ସେନେଇ ଅଧିକ ଖୋଳ ତାଡ କରୁଛି ପୋଲିସ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
beef-van-seized-in-bhubaneswar | Argus News