Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ 

Manini Pattanayak
Browse all articles by Manini Pattanayak
·2 years ago·1 min read
ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ 

ସୁନ୍ଦରଗଡ:  ନିର୍ବାଚନ ପୁର୍ବରୁ ସୀମାନ୍ତରେ ମାଓ କ୍ୟାମ୍ପ ଠାବ । ରାଉରକେଲା ଝାଡ଼ଖଣ୍ଡ ସୀମାନ୍ତ ଝାଡ଼ଖଣ୍ଡର ଗୋଏଲକେରା ଥାନା ଟେନ୍‌ଟୋ ଜଙ୍ଗଲରେ  ଠାବ ହୋଇଛି ମାଓ କ୍ୟାମ୍ପ । କୁମ୍ବିଙ୍ଗ ଅପରେସନ ସମୟରେ ଠାବ ହୋଇଛି ମାଓ କ୍ୟାମ୍ପ । ଜବତ ହୋଇଛି ବିଷାକ୍ତ ଲେପ ଥିବା ୨୧ଟି ତାର ଅଢ଼େଇ କିଲୋର ଗନ ପାଉଡ଼ର , ପାଂଚ କିଲୋ ଆମୋନିଆ ନାଇଟ୍ରେଟ ପାଉଡ଼ର , ଗୋଟିଏ କିଲୋ ସଲଫର ପାଉଡ଼ର ସହ ଅନେକ ମାଓ ସାମଗ୍ରୀ ।

ବିଶେଷ ସୁତ୍ରରୁ ଖବର ମିଳିଥିଲା ଯେ ଏହି କ୍ୟାମ୍ପରେ ଟପ ମାଓନେତା ମିଶିର ବେଶ୍ରା ସହିତ ତା ସହଯୋଗୀ ମନଚୁ , ଚମନ ,ଅଜୟ ସହ ସାଗେନ ଅଙ୍ଗରିଆ କ୍ୟାମ୍ପରେ ରହି କିଛି ଅଘଟଣ ଘଙ୍କାଇବାକୁ କରୁଛନ୍ତି ଯୋଜନା । ଖବାର ପାଇ ସୁରକ୍ଷା କର୍ମୀ କରିଥିଲେ କୁମ୍ବିଙ୍ଗ ଅପରେସନ ହେଲେ ଛତ୍ରଭଙ୍ଗ ଦେଇଥିଲେ ମାଓନେତା ।  ନିର୍ବଚନ ସମୟରେ କିଛି ଅଘଟଣ ଘଟାଇ ପାରନ୍ତି ମାଓବାଦୀ ଯାହାକୁ ନଜର ରଖି ଝାଡ଼ଖଣ୍ଡ , ରାଉରକେଲା ସହ ସୁନ୍ଦରଗଡ଼ ପୋଲିସ ଅଛି ଆଲର୍ଟ । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Before the election, Mao will camp on the border. Rourkela Jharkhand border Mao camp set up in Goelkera Thana Tento forest of Jharkhand | Argus News