Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ବଡ଼ ଦୁର୍ଘଟଣା, ଅଳ୍ପକେ ବଞ୍ଚିଲେ ୨୦ ଯାତ୍ରୀ

Jitendra Dash
Browse all articles by Jitendra Dash
·2 years ago
ପୁଣି ବଡ଼ ଦୁର୍ଘଟଣା, ଅଳ୍ପକେ ବଞ୍ଚିଲେ ୨୦ ଯାତ୍ରୀ

ଅର୍ଗସ ବ୍ୟୁରୋ : ପୁଣି ଘଟିଲା ବଡ଼ ଦୁର୍ଘଟଣା । ଅଳ୍ପକେ ବଞ୍ଚିଲେ ଲୋକେ । ଗଞ୍ଜାମ ଦିଗପହଣ୍ଡି ବାଙ୍କେଶ୍ବରୀ ଘାଟୀରେ ଓଲଟିଲା ପିକଅପ ଭ୍ୟାନ । ପିକଅପ ଓଲଟି ୨୦ରୁ  ଉର୍ଦ୍ଧ୍ଵ ଆହତ । ଶେରଗଡ଼ ନିକଟସ୍ଥ କରଡ଼ାକଣାରୁ ବାଙ୍କେଶ୍ୱରୀକୁ ଆସି ଫେରୁଥିବା ବେଳେ ଘାଟିରୁ ଓଲ୍ହାଉଥିବା ବେଳେ ଘଟିଲା ଦୁର୍ଘଟଣା । ସମସ୍ତ ଆହତ ମାନଙ୍କୁ ଦିଗପହଣ୍ଡି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
berhampur road accident | Argus News