Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାବଧାନ ବଜାର ମଝିରେ ବୁଲୁଛି ଭାଲୁ, ଖୋଜୁଛି ଆହାର 

Odisha

ସାବଧାନ ବଜାର ମଝିରେ ବୁଲୁଛି ଭାଲୁ, ଖୋଜୁଛି ଆହାର 

Manini Pattanayak
Browse all articles by Manini Pattanayak
·2 years ago
ସାବଧାନ ବଜାର ମଝିରେ ବୁଲୁଛି ଭାଲୁ, ଖୋଜୁଛି ଆହାର 

 ମୟୂରଭଞ୍ଜ: ସାବଧାନ ବଜାର ମଝିରେ ବୁଲୁଛି ଭାଲୁ। ରାତିରେ ବଜାର ରାସ୍ତାରେ ବୁଲୁଛି ଭାଲୁ ଆଉ ଖୋଜୁଛି ଆହାର। ଖୁଣ୍ଟା ବଜାରରେ ଦେଖିବାକୁ ମିଳିଛି ଏଭଳି ଘଟଣା।  ଯାହାକି ଜଣେ ବ୍ୟକ୍ତିଙ୍କ ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଭାଲୁ ବୁଲିବାର ଦୃଶ୍ୟ।

ଭାଲୁଟିର ବୟସ ବେଶୀ ହୋଇ ନ ଥିବା ବେଳେ ୧ ବର୍ଷ ରୁ ଦେଢ଼ ବର୍ଷ ମଧ୍ୟରେ ହେବ ବୋଲି ଜଣାଯାଇଛି। ବନ ବିଭାଗ ଭାଲୁ କୁ ଖୋଜୁଥିଲେ ସୁଦ୍ଧା ତାହାର ପତ୍ତା ପାଉ ନାହିଁ। ଭାଲୁଟି ସୁରୁକୁନା ଏବଂ ଖୁଣ୍ଟା ହାଟ ନିକଟରେ ବୁଲୁଥିବା କୁହାଯାଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Beware the bear is walking in the middle of the market. At night, the bear roams the streets of the market searching for food. | Argus News