Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରିସ୍ଥିତି ଶାନ୍ତ ଥିବାରୁ ସ୍ୱାଭାବିକ ହୋଇଛି ଭଦ୍ରକ

Rashmita Mishra
Browse all articles by Rashmita Mishra
·1 year ago
ପରିସ୍ଥିତି ଶାନ୍ତ ଥିବାରୁ ସ୍ୱାଭାବିକ ହୋଇଛି ଭଦ୍ରକ

ଅଗର୍ସ ବ୍ୟୁରୋ: ଭଦ୍ରକକୁ ଫେରୁଛି ଶାନ୍ତି । ଧାମନଗରରୁ ଉଠିଲା BNS ଧାରା 163 । ଅଶାନ୍ତି ଘଟଣାରେ ସୁଧାର ଆସିବାରୁ କଟକଣା ହଟାଇଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ସ୍ଥିତି ସ୍ଵାଭାବିକ ହୋଇଥିଲା । ଗତ 27 ତାରିଖରୁ ସୋସିଆଲ ମିଡିଆରେ ମନ୍ତବ୍ୟକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଧାମନଗର NAC ଓ ଦୋବଲ ଅଞ୍ଚଳରେ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଏନଏସ ଧାରା 163 ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ପରିସ୍ଥିତି ଶାନ୍ତ ଥିବାରୁ ସ୍ୱାଭାବିକ ହୋଇଛି ଧାମନଗର ।  ପୂର୍ବରୁ ଭଦ୍ରକ ପୁରୁଣା ବଜାର ଅଞ୍ଚଳରେ ବି ସ୍ଥିତି ସ୍ୱାଭବିକ ହୋଇଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhadrak has returned to normal as the situation is calm | Argus News