Bhubaneswar Ring Road / ଟ୍ରାଫିକ୍ ଜାମ୍ରେ ଲାଗିବ ବ୍ରେକ୍ ! ଭୁବନେଶ୍ୱରକୁ ଘେରିବ ୧୨୯ କିମିର ରିଙ୍ଗରୋଡ୍
·2 hours ago·2 min read

Key Points
ଆଗକୁ ଟ୍ରାଫିକ୍ ଜାମରେ ଲାଗିବ ବ୍ରେକ୍
ନିର୍ମାଣ ହେବ ମେଗା ରୋଡ୍ ନେଟୱର୍କ
ଗୋଟିଏ ନୁହେଁ ଏକାଧିକ ରାସ୍ତାର ମାଷ୍ଟରପ୍ଲାନ
ନିର୍ମାଣ ହେବ ମେଗା ରୋଡ୍ ନେଟୱର୍କ
ଗୋଟିଏ ନୁହେଁ ଏକାଧିକ ରାସ୍ତାର ମାଷ୍ଟରପ୍ଲାନ
ଏଣିକି ଟ୍ରାଫିକ୍ ଜାମ୍ରେ ଲାଗିବ ବ୍ରେକ୍ । ରାଜଧାନୀ ଭୁବନେଶ୍ୱରକୁ ଘେରିବ ୧୨୯ କିମିର ରିଙ୍ଗରୋଡ୍ । ଭୁବନେଶ୍ୱରର ଟ୍ରାଫିକ୍ ବ୍ୟବସ୍ଥାକୁ ବଦଳାଇବାକୁ ସରକାର ମେଗା ପ୍ଲାନ୍ କରିଛନ୍ତି । ଆସୁଛି ଆଉଟର ରିଙ୍ଗରୋଡ୍ । ଖୁବଶୀଘ୍ର ଆରମ୍ଭ ହେବ ଆଉଟର ରିଙ୍ଗରୋଡ୍ କାମ । ଏନେଇ ଆଜି ଲୋକସେବା ଭବନରେ ପୂର୍ତ୍ତମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ରିଙ୍ଗରୋଡ୍ର ଆଲାଏନମେଣ୍ଟ ମଧ୍ୟ ସ୍ଥିର ହୋଇଛି ।
ପଢନ୍ତୁ ଏହି ଖବର: ସମ୍ବଲପୁର ହେବ ‘ସ୍କିଲ୍ ଲ୍ୟାବ୍’, ଗାଁ ଗାଁରେ ତିଆରି ହେବେ କଣ୍ଟେଣ୍ଟ କ୍ରିଏଟର- ଧର୍ମେନ୍ଦ୍ର ପ୍ରଧାନ
- ରାଜଧାନୀରେ କମିବ ଟ୍ରାଫିକ ଯନ୍ତ୍ରଣା
- କେଉଁ ଅଞ୍ଚଳକୁ ଘେରିବ ରିଙ୍ଗ ରୋଡ୍ ?
ପଢନ୍ତୁ ଏହି ଖବର: ସମ୍ବଲପୁର ହେବ ‘ସ୍କିଲ୍ ଲ୍ୟାବ୍’, ଗାଁ ଗାଁରେ ତିଆରି ହେବେ କଣ୍ଟେଣ୍ଟ କ୍ରିଏଟର- ଧର୍ମେନ୍ଦ୍ର ପ୍ରଧାନ
- ଗୋଟିଏ ନୁହେଁ ଏକାଧିକ ରାସ୍ତାର ମାଷ୍ଟରପ୍ଲାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories