Couple Attacks ASO and Journalist / ରାଜଧାନୀରେ କପଲଙ୍କ ଲଙ୍କା କାଣ୍ଡ, ASO ଓ ସାମ୍ବାଦିକଙ୍କୁ କଲେ ଆକ୍ରମଣ
·22 mins ago·2 min read

Key Points
ରାଜଧାନୀରେ ହର୍ଣ୍ଣ ମାରିବାକୁ ନେଇ ଘଟିଲା ତୁମୁଳ କାଣ୍ଡ
ଉନ୍ମତ୍ତ କପଲ୍ କଲେ ଲଙ୍କା କାଣ୍ଡ
aso ଙ୍କୁ ରାସ୍ତାରେ ଶୁଆଇ ନିର୍ଦ୍ଧୁମ ପିଟିଲେ
ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ବି ପଛାଇଲେ ନାର୍ହି
ଜିନି ଜଣଙ୍କୁ ଅଟକ ରଖିଛି ପୋଲିସ
ଉନ୍ମତ୍ତ କପଲ୍ କଲେ ଲଙ୍କା କାଣ୍ଡ
aso ଙ୍କୁ ରାସ୍ତାରେ ଶୁଆଇ ନିର୍ଦ୍ଧୁମ ପିଟିଲେ
ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ବି ପଛାଇଲେ ନାର୍ହି
ଜିନି ଜଣଙ୍କୁ ଅଟକ ରଖିଛି ପୋଲିସ
ଭୁବନେଶ୍ବର,୧୧/୦୯: ରାଜଧାନୀରେ ଚାଞ୍ଚଲ୍ୟ। ହର୍ଣ୍ଣ ମାରିବାକୁ ନେଇ ଘଟିଲା ତୁମୁଳ କାଣ୍ଡ। ଉନ୍ମତ୍ତ କପଲ୍ କଲେ ଲଙ୍କା କାଣ୍ଡ। ଆତଙ୍କ ଖେଳାଇଲେ ବଣ୍ଟି-ବବଲି। ଗାଡ଼ି ସାଇଡ କରିବାକୁ ହର୍ଣ୍ଣ ବଜାଇବାରୁ aso ଙ୍କୁ ରାସ୍ତାରେ ଶୁଆଇ ନିର୍ଦ୍ଧୁମ ପିଟିଲେ। ଲହୁ ଲୁହାଣ ହୋଇ ରାସ୍ତାରେ ପଡ଼ିଥିବା ASO ଙ୍କୁ ବଞ୍ଚାଇବାରୁ ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ବି ପଛାଇଲେ ନାର୍ହି। ଏହି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ରବିନ୍ଦ୍ରମଣ୍ଡପ ଛକରେ।
ଜୀବନ ବିକଳରେ ସାମ୍ବାଦିକ ଜଣକ ରବୀନ୍ଦ୍ର ମଣ୍ଡପରେ ପଶି ଯାଇଥିଲେ ସୁଧା କମି ନଥିଲା କପଲ୍ ଙ୍କ କ୍ରୋଧ। ରବୀନ୍ଦ୍ର ମଣ୍ଡପ ଭିତରେ ସିକ୍ୟୁରିଟି ଙ୍କୁ ମଧ୍ୟ କଲେ ମାରପିଟ୍। ସା।ମ୍ବାଦିକ ହଲ୍ ଭିତରେ ଲୁଚିଥିବା ବେଳେ ସେଠାରେ ଯାଇ ତଣ୍ଟି ଚିପି ହତ୍ୟା କରିବାକୁ ମଧ୍ୟ ପଛାଇଲେନି। କୌଶଳ କ୍ରମେ ସାମ୍ବାଦିକ ପୋଲିସକୁ ଡାକିଥିଲେ। ପିଶିଆର୍ ଓ ଖାରବେଳ ନଗର ଥାନା ପୋଲିସ ପହଞ୍ଚି ବୁଝାଶୁଝା କରିବା ବେଳେ ପୋଲିସକୁ ଠେଲାପେଲା ସହ କଲେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ।
ପଢନ୍ତୁ ଏହି ଖବର: ଚାକିରିର ପ୍ରଲୋଭନ ଦେଖାଇ ହୋଟେଲରେ ବନ୍ଦୀ! ବାର୍ରେ ନାଚିବାକୁ କରାଯାଉଥିଲା ବାଧ୍ୟ
Aso, ସାମ୍ବାଦିକ ଓ ପୋଲିସଙ୍କୁ ଗାଳିଗୁଲଜ କରିବାର ଭିଡିଓ ଭାଇରାଲ। ଦୀର୍ଘସମୟ ଧସ୍ତାଧସ୍ତି ପରେ ଆହତ ସାମ୍ବାଦିକ ଏବଂ aso ଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଲା ସ୍ଥାନୀୟ ପୋଲିସ। ଘଟଣାର ଅଭିଯୋଗ ପରେ ଦୁଇ ଉଦ୍ଧତ କପଲ୍ ସମେତ ତିନିଜଣ ଙ୍କୁ ଅଟକ ରଖି ପଚରାଉଚରା କରୁଛି ସ୍ଥାନୀୟ ପୋଲିସ। ଘଟଣାକୁ ନେଇ ଅଭିଯୋଗ ହେବା ପରେ ଖାରବେଳ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ କାରଣ କଣ, ଆକ୍ରମଣ କିପରି ଆରମ୍ଭ ହେଲା ଏବଂ ଭାଇରାଲ ଭିଡିଓରେ ଥିବା ଘଟଣାଗୁଡ଼ିକର ସତ୍ୟତା କେତେ, ସେନେଇ ପୋଲିସ ତଦନ୍ତ କରୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାମାନ୍ୟ ଏକ ହର୍ଣ୍ଣ ମାରିବା ଘଟଣାରୁ ଆରମ୍ଭ ହୋଇଥିବା ବିବାଦ ଏତେ ବଡ଼ ରୂପ ନେଇ ASO, ସାମ୍ବାଦିକ, ସୁରକ୍ଷାକର୍ମୀ ଏବଂ ପୋଲିସ ପର୍ଯ୍ୟନ୍ତ ପହଞ୍ଚିବା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମଗ୍ର ଘଟଣା ସମୟର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ASO, ସାମ୍ବାଦିକ ଏବଂ ପୋଲିସଙ୍କ ସହ ଅଭିଯୁକ୍ତମାନଙ୍କର ଯୁକ୍ତିତର୍କ, ଗାଳିଗୁଲଜ ଏବଂ ଧସ୍ତାଧସ୍ତିର ଦୃଶ୍ୟ ଥିବା ଦାବି କରାଯାଉଛି। ଭିଡିଓ ଭାଇରାଲ ହେବା ପରେ ଘଟଣାଟି ଆହୁରି ଚର୍ଚ୍ଚାକୁ ଆସିଛି। ସାଧାରଣ ଭାବେ ରାସ୍ତାରେ ହର୍ଣ୍ଣ ମାରିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ କିପରି ମାରପିଟ୍, ଆକ୍ରମଣ ଏବଂ ପୋଲିସ ସହ ଠେଲାପେଲା ପର୍ଯ୍ୟନ୍ତ ପହଞ୍ଚିଲା, ତାହାକୁ ନେଇ ଏବେ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି।
Related Topics
Explore more stories