Videos
|
Odisha

Bhubaneswar Firing / ରାଜଧାନୀରେ ପୁଣି ଫୁଟିଲା ଗୁଳି… ଗୁଳିମାଡ଼ରେ ଜେସିବି ମାଲିକ ତପୁ ନାୟକ ମୃତ

Ritu Das
Browse all articles by Ritu Das
·17 mins ago
ରାଜଧାନୀରେ ପୁଣି ଫୁଟିଲା ଗୁଳି… ଗୁଳିମାଡ଼ରେ ଜେସିବି ମାଲିକ ତପୁ ନାୟକ ମୃତ
India

Key Points

ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି
ଲିଙ୍ଗରାଜ ଥାନା ମାଉସୀମା ବ୍ରିଜ୍ ଉପରେ ଗୁଳି ମାଡ ହୋଇଥିବା ସୂଚନା
ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି। ଲିଙ୍ଗରାଜ ଥାନା ମାଉସୀମା ବ୍ରିଜ୍ ଉପରେ ଗୁଳି ମାଡ ହୋଇଥିବା ସୂଚନା। ଗୁଳି ମାଡ଼ରେ ଟଳି ପଡ଼ିଲେ ଜେଶିବି ମାଲିକ ତପୁ ନାୟକ। ଛାତିରେ ଫାଇରିଂ ଯୋଗୁ ହୋଇଛି ମୃତ୍ୟ।



ଘରକୁ ଫେରିବା ବେଳେ ତପୁ ଙ୍କର ଉମେଶ ଜେନା ନାମକ ଯୁବକଙ୍କ ସହ ହୋଇଥିଲା ଶେଷ ଦେଖା। ତେବେ ତପୁ ଙ୍କୁ ଉମେଶ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତପୁ ଙ୍କ ପରିବାର ଲୋକେ। ଘଟଣା ପରେ ଭୁବନେଶ୍ୱର ଡିସିପି, ଦୁଇଜଣ ଏସିପି, ଲିଙ୍ଗରାଜ ଥାନା ସମେତ ତିନି ଥାନାର ଥାନା ଅଧିକାରୀ ଓ ସ୍ପେସଲ୍ ସ୍କାଡ ଚଳାଇଛନ୍ତି ଖୋଳତାଡ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: