Gas Pipeline Bursts / ରାଜଧାନୀରେ ବଡ଼ ଅଘଟଣ: ଫାଟିଲା ଗ୍ୟାସ ପାଇପ୍ଲାଇନ୍, ୪୦ ମିନିଟ୍ ଲିକ୍ ହେଲା ଗ୍ୟାସ୍
·1 hour ago·1 min read

Key Points
ଡ୍ରେନ୍ କାମ ବେଳେ ଜେସିବି ବାଜି ଫାଟିଲା ଗ୍ୟାସ ପାଇପ୍ଲାଇନ୍
ରାଜଧାନୀ ଭୁବନେଶ୍ୱରରେ ବଡ଼ ଅଘଟଣ
ଶୈଳଶ୍ରୀ ବିହାର ସାଇ ମନ୍ଦିର ଛକ ନିକଟରେ ଘଟିଛି ଘଟଣା
ରାଜଧାନୀ ଭୁବନେଶ୍ୱରରେ ବଡ଼ ଅଘଟଣ
ଶୈଳଶ୍ରୀ ବିହାର ସାଇ ମନ୍ଦିର ଛକ ନିକଟରେ ଘଟିଛି ଘଟଣା
ରାଜଧାନୀ ଭୁବନେଶ୍ୱରରେ ବଡ଼ ଅଘଟଣ। ରାତି ଅଧରେ ଘଟିଲା ଏମିତି ଅଘଟଣ, ଯାହା ସମସ୍ତଙ୍କୁ ଭୟଭୀତ କରିଦେଇଛି। ଡ୍ରେନ୍ କାମ ବେଳେ ଜେସିବି ବାଜି ଫାଟିଲା ଗ୍ୟାସ ପାଇପ୍ଲାଇନ୍। ଡ୍ରେନ୍ କାମ ବେଳେ କେମିତି ଫାଟିଗଲା ଗ୍ୟାସ ପାଇପ୍ଲାଇନ୍ ବୋଲି ସାଧାରଣ ଜନତା ଭୟଭୀତ । ଶୈଳଶ୍ରୀ ବିହାର ସାଇ ମନ୍ଦିର ଛକ ନିକଟରେ ଘଟିଛି ଘଟଣା। ପାଖାପାଖି ପ୍ରାୟ ୪୦ ମିନିଟ୍ ଧରି ଲିକ୍ ହେଲା ଗ୍ୟାସ୍। ଡ୍ରେନ୍ କାମ ପାଇଁ ଖୋଳା ହେଉଥିଲା। ହଠାତ୍ ଗ୍ୟାସ୍ ଲିକ୍ ଯୋଗୁଁ ଆତଙ୍କିତ ହୋଇଥିଲେ ସ୍ଥାନୀୟ ଲୋକ। ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଅଗ୍ନିଶମ ବାହିନୀ। ପାଇପ୍ଲାଇନ୍ ନିକଟକୁ ଲୋକଙ୍କୁ ନ ଯିବା ପାଇଁ ପିସିଆର୍ ମୁତୟନ ହୋଇଥିଲା I ଏବେ ପରି ସ୍ଥିତି କଣ୍ଟ୍ରୋଲ ହୋଇଛି । ବିଳମ୍ବିତ ରାତିରେ ସଙ୍ଗେ ସଙ୍ଗେ ହେଲା ମରାମତି।''
ଏଥିସହ ପଢ଼ନ୍ତୁ: ଶ୍ରମିକଙ୍କ ପାଇଁ ବଡ଼ ଖୁସି ଖବର, ୬ ଟଙ୍କା ବଢ଼ିଲା ଦୈନିକ ମଜୁରୀ
ଆଗକୁ ଦୁର୍ଗା ପୂଜା ଆସୁଥିବାବେଳେ ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ସବୁ କାମକୁ ଶୀଘ୍ର ଶୀଘ୍ର ତ୍ୱରାନ୍ୱିତ କରାଯାଉଛି। ରାତି ଅଧରେ ଡ୍ରେନ କାମ କରାଯାଉଛି। ଦୁର୍ଗା ପୂଜାରେ ଲୋକ ଗୈଳି ରହିବ। ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେଠୁ ସବୁ କାର୍ଯ୍ୟ ଆରମ୍ଭ ଚାଲିଛି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories