Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭାରତରେ ସ୍ୱଚ୍ଛ ବାୟୁରେ ଭୁବନେଶ୍ୱର ସପ୍ତମ ସ୍ଥାନରେ

Banajyotshna Ray
Browse all articles by Banajyotshna Ray
·1 year ago
ଭାରତରେ ସ୍ୱଚ୍ଛ ବାୟୁରେ ଭୁବନେଶ୍ୱର ସପ୍ତମ ସ୍ଥାନରେ

ଅର୍ଗସ ବ୍ୟୁରୋ: ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସ୍ୱଚ୍ଛ ବାୟୁ ଦିବସ ପାଳିତ ହୋଇଯାଇଛି । ଭାରତରେ ସ୍ୱଚ୍ଛ ବାୟୁରେ ଭୁବନେଶ୍ୱର ସପ୍ତମ ସ୍ଥାନରେ ରହିଛି । ରାଜସ୍ଥାନର ଜୟପୁରରେ ହୋଇଥିବା ପରିବେଶ ସମ୍ବନ୍ଧୀୟ କର୍ମଶାଳାରେ ଆସିଥିବା ରିପୋର୍ଟ୍ ରେ ଏହି ତଥ୍ୟ ସାମ୍ନାକୁ ଆସିଛି ।  ବିଭାଗ ପକ୍ଷରୁ ସାଇକେଲ ରାଲୀ କରି ଜନସାଧାରଣଙ୍କୁ ବାୟୁ ପ୍ରଦୂଷଣ ନେଇ ଲୋକଙ୍କୁ ସଚେତନ କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar ranks 7th in clean air in India | Argus News