Minor Boys Missing / ଘରୁ ଟିଉସନ୍ ଯାଇ ୩ ନାବାଳକ ନିଖୋଜ; ଦୁଇ ଦିନ ପରେ ବି ମିଳୁନି ପତ୍ତା
·1 hour ago·2 min read

Key Points
ରାଜଧାନୀରେ ଘରୁ ଟିଉସନ୍ ଯାଇ ୩ ନାବାଳକ ନିଖୋଜ ଘଟଣା
ଦୁଇଦିନ ବିତି ଯାଇଥିଲେ ମଧ୍ୟ ତିନିଜଣଙ୍କ ମିଳିନି ପତ୍ତା
ଦୁଇଦିନ ବିତି ଯାଇଥିଲେ ମଧ୍ୟ ତିନିଜଣଙ୍କ ମିଳିନି ପତ୍ତା
ଭୁବନେଶ୍ଵର: ରାଜଧାନୀରେ ଘରୁ ଟିଉସନ୍ ଯାଇ ୩ ନାବାଳକ ନିଖୋଜ ଘଟଣା । ଦୁଇଦିନ ବିତି ଯାଇଥିଲେ ମଧ୍ୟ ତିନିଜଣଙ୍କ ମିଳିନି ପତ୍ତା । ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ପରେ ଗତକାଲିଠାରୁ ପୋଲିସ କରୁଛି ତନାଘନା । ୩ଟି ଟିମ୍ ଗଠନ କରି ଖୋଜିବା ସହ ଡିସିପି କରୁଛନ୍ତି ମନିଟର । ସିସିଟିଭି ଫୁଟେଜ୍ ଜରିଆରେ ଚାଲିଛି ସର୍ଚ୍ଚ ଅପରେସନ । ରେଲୱେ ଷ୍ଟେସନ୍, ଚନ୍ଦ୍ରଶେଖରପୁର ଏବଂ ପଥରଗାଡ଼ିଆ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସେପଟେ ପୁଅକୁ ନ ପାଇ କାନ୍ଦି କାନ୍ଦି ନୟାନ୍ତ ହେଲେଣି ତିନି ପିଲାଙ୍କ ମାଆ । ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ମଧ୍ୟ ଜମିଛି । ନାବାଳକମାନେ କୌଣସି ଫୋନ ବ୍ୟବହାର କରୁନଥିବାରୁ ଏହି ଘଟଣାଟି ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି । ତଥାପି ୩ ପିଲାଙ୍କୁ ସୁରକ୍ଷିତ ଭାବେ ଖୁବଶୀଘ୍ର ଉଦ୍ଧାର କରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଛି । ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉଛି । ଖୁବଶୀଘ୍ର ପିଲାଙ୍କୁ ଉଦ୍ଧାର କରାଯିବ ବୋଲି ଘରଲୋକଙ୍କୁ ଆଶ୍ଵାସନା ଦେଇଛି ପୋଲିସ ।
- ରାତି ତମାମ ଖୋଜିଛି ପୋଲିସ

- ରାଜ୍ୟରେ ୨ବର୍ଷରେ କେତେ ନିଖୋଜ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories