Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାରୀ ନିୟମ ନମାନି ଖୋଲିଲା ଭୁବନେଶ୍ବରର ନାରାୟଣୀ ସ୍କୁଲ 

Manini Pattanayak
Browse all articles by Manini Pattanayak
·2 years ago
ସରକାରୀ ନିୟମ ନମାନି ଖୋଲିଲା ଭୁବନେଶ୍ବରର ନାରାୟଣୀ ସ୍କୁଲ 

ଭୁବନେଶ୍ୱର:  ସରକାରୀ ନିୟମକୁ ଫୁ । ସରକାରୀ ନିୟମ ନମାନି ଖୋଲିଲା ଭୁବନେଶ୍ବରର ନାରାୟଣୀ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତକାଲି ରାଜ୍ୟ ସରକାର ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ 3 ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । 18 ରୁ 20 ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

କିନ୍ତୁ ଆଜି ଭୁବନେଶ୍ବରର ନୟାପଲ୍ଲୀରେ ଥିବା ନାରାୟଣ ସ୍କୁଲ ଖୋଲା ରହିଥିଲା । ସକାଳ 7 ଟାରୁ 10.30 ପର୍ଯ୍ୟନ୍ତ ଚାଲିଥିଲା କ୍ଲାସ । ସ୍କୁଲ ବସ ଯୋଗେ  ଛାତ୍ରଛାତ୍ରୀ ବିନା ୟୁନିଫର୍ମରେ ଆସିବା ପାଇଁ ସ୍କୁଲ ଗ୍ରୁପରେ ମେସେଜ କରାଯାଇଥିବା ଜଣାପଡିଛି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar's Narayani School opened in defiance of government rules | Argus News