Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍କୁଟି ଉପରେ ଚଢିଗଲା ଟ୍ରକ, ଜଣେ ମୃତ

Swayangprajna Mishra
Browse all articles by Swayangprajna Mishra
·2 years ago
ସ୍କୁଟି ଉପରେ ଚଢିଗଲା ଟ୍ରକ, ଜଣେ ମୃତ

ଅର୍ଗସ ବ୍ୟୁରୋ : ରସୁଲଗଡ଼ ଓଭର ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରସୁଲଗଡରୁ ବାଣୀବିହାର ଆଡକୁ ଆସୁଥିବା ବେଳେ ସ୍କୁଟିକୁ ପଛରୁ ଧକ୍କା ଦେଇଛି ଟ୍ରକ । ଘଟଣା ସ୍ଥଳରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଙ୍କ ପରିଚୟ ମିଳିପାରିନାହିଁ। ଏପଟେ ଟ୍ରକ ଚାଳକଫେରାର ଥିବା ଜଣା ପଡିଛି।
 

ଅଧିକ ପଢନ୍ତୁ : ଘର ଉପରେ ମାଡ଼ିଗଲା ଡମ୍ପର ; ଭାଙ୍ଗିଲା ଘର, ଉପୁଡିଲା ୭ଟି ଗଛ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big accident ; A truck ran over a scooty, one dead | Argus News