Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଲୁଆ ପାଇଁ ବଡଦାଣ୍ଡରେ ଘଟିଲା ଦୁର୍ଘଟଣା

Manini Pattanayak
Browse all articles by Manini Pattanayak
·2 years ago
ବିଲୁଆ ପାଇଁ ବଡଦାଣ୍ଡରେ ଘଟିଲା ଦୁର୍ଘଟଣା

ପୁରୀ: ବାରହା ପରେ ବିଲୁଆ ଆତଙ୍କ । ପୁରୀ ବଡଦାଣ୍ଡରେ ଦିନଦ୍ବିପ୍ରହରରେ ବୁଲୁଛନ୍ତି ବିଲୁଆ । ଆଜି  ବିଲୁଆ ପାଇଁ ବଡଦାଣ୍ଡରେ ଘଟିଥିଲା ଦୁର୍ଘଟଣା । ବିଲୁଆଟି ହଠାତ ରାସ୍ତାରେ ଦୌଡ଼ିବାରୁ ଦୁର୍ଘଟଣାର ଶିକାର ହୋଇଥିଲେ ବାଇକ ଆରୋହୀ ।

ଆହତ ବାଇକ୍‌ ଚାଳକଙ୍କୁ ମେଡିକାଲ ପଠାଇଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୃଷ୍ଟି ହୋଇଛି ବିପଦ । କିଛିଦିନ ତଳେ ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ଏକ ବାରହା ବୁଲୁଥିବା ଦେଖାଯାଇଥିଲା । ଏବେ ବିଲୁଆ ବୁଲିବା ଘଟଣା ସହରବାସୀଙ୍କ ମନରେ ଭୟ ସୃଷ୍ଟି କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big accident happened to the Jackal in puri badadanda | Argus News