Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟଳିଲା ବଡ଼ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ବସ ଯାତ୍ରୀ

Manini Pattanayak
Browse all articles by Manini Pattanayak
·2 years ago
ଟଳିଲା ବଡ଼ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ବସ ଯାତ୍ରୀ

ବାଲେଶ୍ୱର: ଟଳିଲା ବଡ଼ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ବସ ଯାତ୍ରୀ। ନୀଳଗିରି ପାନବରଜ ଠାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ।  ଭୁବନେଶ୍ବରରୁ ନୀଳଗିରି ଦେଇ ବାରିପଦା ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।  

ବାସୁଦେବ ନାମକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ବକୁ ଝୁଲିକି ରହିଛି । କିନ୍ତୁ ସୁରକ୍ଷିତ ଭାବେ ସମସ୍ତ ଯାତ୍ରୀଙ୍କୁ ବସରୁ ଉଦ୍ଧାର କରାଯାଇଛି ।  
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big accident happened in balasore | Argus News