Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୮ ମାଓବାଦୀଙ୍କୁ ନିପାତ କଲେ ସିଆରପିଏଫ ଯବାନ 

Manini Pattanayak
Browse all articles by Manini Pattanayak
·2 years ago
୮ ମାଓବାଦୀଙ୍କୁ ନିପାତ କଲେ ସିଆରପିଏଫ ଯବାନ 

ରାୟଗଡା:  ଛତିଶଗଡରେ  ବଡ ଏନ୍‌କାଉଣ୍ଟର। ଏହି ଏନକାଉଣ୍ଟରରେ ୮ ମାଓବାଦୀ ନିପାତ ହୋଇଥିବା ସୂଚନା। ଗଙ୍ଗଲୁର ଥାନା ପିଡିଆ ଜଙ୍ଗଲରେ  ଏହି ବଡ ଧରଣର ଏନକାଉଣ୍ଟର ଘଟିଛି ।

ବିଜାପୁର ପୋଲିସ୍‌ ଏବଂ ସିଆରପିଏଫ କୋବ୍ରା ଯବାନଙ୍କୁ ବଡ ସଫଳତା। ଏବେ ବି ସର୍ଚ୍ଚ ଅପରେଶନ  ଜାରି ରହିଛି। ଏଥିରେ ମୃତାହତ ସଂଖ୍ୟା ବୃଦ୍ଧି ପାଇବାରେ ସମ୍ଭାବନା ରହିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Big encounter in Chhattisgarh. It is reported that 8 maobadi were killed in this encounter. | Argus News