Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ପୋର୍ଟ୍ସ କିଟ୍ କିଣାରେ ମହାଦୁର୍ନୀତି; ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା

Smruti Parija
Browse all articles by Smruti Parija
·1 year ago
ସ୍ପୋର୍ଟ୍ସ କିଟ୍ କିଣାରେ ମହାଦୁର୍ନୀତି; ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା

ବରଗଡ: ବରଗଡ ବରପାଲିରେ ସ୍ପୋର୍ଟ୍ସ କିଟ୍ କିଣାରେ ମହାଦୁର୍ନୀତି ।  ମିଳିମିଶି ଖାଇଗଲେ କୋଟି କୋଟି ଟଙ୍କା । ବରପାଲି ବ୍ଲକରେ ପ୍ରାୟ 40 ଲକ୍ଷ ଟଙ୍କାର ବିଲ୍ ହୋଇଥିବାବେଳେ କୌଣସି ପଞ୍ଚାୟତକୁ ବଣ୍ଟା ହେଇନି ସ୍ପୋର୍ଟ୍ସ କିଟ୍ । ପ୍ରତି ପଞ୍ଚାୟତ ପାଇଁ 2.5 ଲକ୍ଷ ଟଙ୍କା ଆସିଥିବାବେଳେ 30 ରୁ 40 ହଜାର ଟଙ୍କାର କିଟ୍ କିଣା ହୋଇଥିବା ଅଭିଯୋଗ ହୋଇଛି । 

ଏନେଇ ପ୍ରଶ୍ନ ପଚାରିଲେ ହାତ ଯୋଡୁଛନ୍ତି ବରପାଲି BDO । ଏହି ଦୁର୍ନୀତିରେ ପୂର୍ବତନ ମନ୍ତ୍ରୀ ରିତା ସାହୁଙ୍କ ସମ୍ପୃକ୍ତି ଥିବା  ଅଭିଯୋଗ ହୋଇଛି ।  ଆମ ଓଡିଶା ନବୀନ ଓଡ଼ିଶା ଅଧୀନରେ କାମ ହୋଇଥିବା ପ୍ରତି ପ୍ରକଳ୍ପରୁ 3 ପ୍ରତିଶତ ଅର୍ଥ ପାଣ୍ଡିଆନଙ୍କ ସଭାରେ ବିନିଯୋଗ ହୋଇଥିବା କହିଛନ୍ତି ସରକାରୀ ବାବୁ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
big-scam-in-buying-sports-kit-at-bargarh-barpali | Argus News