Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଵାଇକ ଓ ଟିପର ଗାଡି ମୁହାଁ ମୁହିଁ ଧକ୍କା

Odisha

ଵାଇକ ଓ ଟିପର ଗାଡି ମୁହାଁ ମୁହିଁ ଧକ୍କା

Rashmita Mishra
Browse all articles by Rashmita Mishra
·2 years ago
ଵାଇକ ଓ ଟିପର ଗାଡି ମୁହାଁ ମୁହିଁ ଧକ୍କା

କୋରାପୁଟ: ୩୨୬ ଜାତିୟ ରାଜପଥ ରେ ଵାଇକ ଓ ଟିପର ଗାଡି ମୁହାଁ ମୁହିଁ ଧକ୍କା । ଘଟଣା ସ୍ଥଳରେ ଵାଇକ ଆରୋହୀଙ୍କର ମୃତ୍ୟ ଘଟିଛି ।ମୃତକ ଵ୍ୟକ୍ତି ଜଣକ ହେଲେ ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳ ଵୋଲି ଜଣାପଡିଛି ।ଟିପର ଗାଡ଼ି ଓ ଚାଳକ ଟାଉନ ଥାନା ରେ ଅଟକ ରଖାଯାଇଛି । ମୃତ୍ୟୁ ବ୍ୟକ୍ତିକୁ କୋରାପୁଟ ସହିଦ ମେଡ଼ିକାଲ କଲେଜ ସ୍ତାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି । 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Bike and tipper accident | Argus News