ବାଇକକୁ ଧକ୍କା ଦେଲା ବସ୍: ୨ମୃତ
·2 years ago

ଅର୍ଗସ ବ୍ୟୁରୋ: କଟକ ଚାନ୍ଦବାଲି ରାସ୍ତାର ଜନିହା ଛକ ଠାରେ ସଡ଼କ ଦୁର୍ଘଟଣା ଘଟିଛି। ପୁଣି କୁହୁଡି ହେଲା କାଳ ବାଇକକୁ ଚାପି ଦେଲା ବସ ଘଟଣା ସ୍ଥଳରେ ବାଇକରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି l ମୃତକ ଦୁଇ ଜଣ ହେଲେ ଜଗତସିଂହପୁର ଜିଲ୍ଲା ତାରପୁର ଅଞ୍ଚଳର ବୋଲି ଜଣାପଡିଛି l
ବସଟି ଫାଙ୍କା ଆସୁଥିଲା। କେନ୍ଦ୍ରାପଡ଼ା ଆଡୁ କଟକ ଅଭିମୁଖେ ଯାଉଥିଲା ବେଳେ ଦୁର୍ଘଟଣା ହୋଇଛି। ବସଟି ଭାରସାମ୍ୟ ହରାଇ ବିଲକୁ ଖସି ପଡିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: