Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋବାଇଲରେ ଖେଳ ଦେଖୁଥିବାବେଳେ ଧକ୍କା ଦେଲା ବାଇକ୍  

Manini Pattanayak
Browse all articles by Manini Pattanayak
·2 years ago
ମୋବାଇଲରେ ଖେଳ ଦେଖୁଥିବାବେଳେ ଧକ୍କା ଦେଲା ବାଇକ୍  

 ସୁନ୍ଦରଗଡ:  ରାସ୍ତାକଡ଼ରେ ବସି 3 ଯୁବକ ମୋବାଇଲରେ ଖେଳ ଦେଖୁଥିବାବେଳେ ଧକ୍କା ଦେଲା ବାଇକ୍ । ଜଣେ ମୃତ, ଦୁଇ ଯୁବକଙ୍କ ସହ ନିଜେ ବାଇକ୍ ଆରୋହୀ ଆହତ ।

ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଗମଲେଇ ଗାଁରେ ଏହି ଦୁର୍ଘଟଣା ଘଟିଛି । ମୃତ ଯୁବକ ସତ୍ୟ କିସାନ । ଆହତ ଯୁବକ ଦୀପକ କିସାନ ଓ ଆକାଶ କିସାନଙ୍କ ସହ ବାଇକ୍ ଆରୋହୀଙ୍କୁ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bike hit while watching game on mobile | Argus News