Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା 

Odisha

କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା 

Manini Pattanayak
Browse all articles by Manini Pattanayak
·1 year ago
କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା 

କେନ୍ଦ୍ରାପଡା : କେନ୍ଦ୍ରାପଡା ସହରରେ ମାତିଛନ୍ତି ବାଇକ୍ ଲୁଟେରା l ଶୁକ୍ରବାର ସନ୍ଧ୍ୟାରେ ଏମିତି ଏକ ବାଇକ୍ ଚୋରୀ ସିସି କ୍ୟାମେରା ରେ କଏଦ ହୋଇଛି l କେନ୍ଦ୍ରାପଡା ଲ' କଲେଜ ଛକରେ ଥିବା ଏକ ସପିଂ ମଲ ସମ୍ମୁଖ ରୁ ଜଣେ ଯୁବକ ବଡ ଚତୁରତାର ସହ ଏକ ବାଇକ୍ ଚୋରୀ କରି ଫେରାର୍ ହେବାରେ ସଫଳ ହୋଇଛି l

ଯୁବକ ଜଣକ ପ୍ରଥମେ ମଲ ସମ୍ମୁଖରେ ପହଂଚି ଏଣେତେଣେ ଚାହୁଞ୍ଚି l ନିରୋଳା ଦେଖି ଏକ ବାଇକ୍ ଉପରେ ବସି ଚାବି ପୁରାଇ ମୋଡାମାଡ଼ି କରୁଛି l ବାଇକ୍ ଟି ଅନ ଲକ୍ ହୋଇଯିବା ପରେ କ୍ଷଣିକ ଭିତରେ ଘଟଣା ସ୍ଥଳ ରୁ ଚମ୍ପଟ ମାରୁଛି l ଚୋରି ଯାଇଥିବା ବାଇକ୍ ଟି ଟାଉନ୍ ଥାନା ଅନ୍ତର୍ଗତ କଜଳା ଗାଁ ର ସୁଜିତ କର ଙ୍କର ବୋଲି ଜଣାପଡିଛି l 
 ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Bike theft increased in Kendrapara city | Argus News