Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ , ବଢିଲା ଚିନ୍ତା 

Odisha

କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ , ବଢିଲା ଚିନ୍ତା 

Manini Pattanayak
Browse all articles by Manini Pattanayak
·1 year ago
କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ , ବଢିଲା ଚିନ୍ତା 

 ପୁରୀ:  ରାଜ୍ୟରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ବାର୍ଡ ଫ୍ଲୁ ପରେ ବଢିଲା ଚିନ୍ତା । ସଂକ୍ରମଣ ରୋକିବାକୁ ତତ୍ପର ରାଜ୍ୟ ସରକାର । ସ୍ଥିତି ଅନୁଧ୍ୟାନ ଲାଗି ଆଜି ଆସିପାରନ୍ତି କେନ୍ଦ୍ରୀୟ ଟିମ୍ ।  ବାର୍ଡ଼ ଫ୍ଲୁ ବ୍ୟାପିଥିବା ପିପିଲି ଅଂଚଳ ବୁଲିବା ସହ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ରାଜ୍ୟରେ ନିଆ ଯାଇଥିବା ପଦକ୍ଷେପ ନେଇ ସେଣ୍ଟ୍ରାଲ ଟିମକୁ ଅବଗତ କରାଯାଇଥିବା କହିଲେ ସ୍ବାସ୍ଥ୍ୟ ନିର୍ଦେଶକ। କେନ୍ଦ୍ରାପଡ଼ାରେ କୁକୁଡ଼ା ମଡ଼କ ପରେ ସାମ୍ପୁଲ ଟେଷ୍ଟ ପାଇଁ ପଠା ଯାଇଛି। କୁକୁଡ଼ା ଫାର୍ମରେ କାମ କରୁଥିବା ଓ କୁକୁଡ଼ା କଣ୍ଟାକ୍ଟରେ ଆସୁଥିବା ଲୋକ ଅଧିକ ସତର୍କ ରହିବାକୁ ସ୍ବାସ୍ଥ୍ୟ  ବିଭାଗ ପରାମର୍ଶ ଦେଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bird flu, growing concern in Kendrapara | Argus News