Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୮ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ 

Manini Pattanayak
Browse all articles by Manini Pattanayak
·2 years ago
୧୮ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ 

ଖୋର୍ଦ୍ଧା:  ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର ।  ୧୮ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ।

ଚିଲିକା ମଧ୍ୟରୁ ବିଦେଶୀ ପକ୍ଷୀଙ୍କ  ଶିକାର ପରେ ସେସବୁ କୁ ଏକ ବସ୍ତା ମଧ୍ୟରେ ଭର୍ତ୍ତି କରି ନେଉଥିବା ବେଳେ ଶିକାରୀ କୁ ଧରିଛି  ବନ୍ୟପ୍ରାଣୀ ବିଭାଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bird hunting in Chilika, 18 dead exotic birds along with one live exotic bird seized | Argus News