Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁରୀରେ ବେଧଡକ ଚାଲିଛି ପକ୍ଷୀ ଶିକାର

Odisha

ପୁରୀରେ ବେଧଡକ ଚାଲିଛି ପକ୍ଷୀ ଶିକାର

Smruti Parija
Browse all articles by Smruti Parija
·2 years ago
ପୁରୀରେ ବେଧଡକ ଚାଲିଛି ପକ୍ଷୀ ଶିକାର

ପୁରୀ:  ପୁରୀରେ ବେଧଡକ ପକ୍ଷୀ ଶିକାର ଦେଖିବାକୁ ମିଳିଛି । ଖାଦ୍ୟରେ ବିଷ ଦେଇ ଶହ ଶହ ପକ୍ଷୀ ମାରୁଛନ୍ତି ପକ୍ଷୀ ଶିକାରୀ । ବିଷ ଓ ଫାସ ବସାଇ ବିଦେଶୀ ପକ୍ଷୀ ଶିକାର ହେଉଥିବା ନେଇ ସୂଚନା ରହିଛି । ଅର୍ଗସ କ୍ୟାମେରାରେ ପକ୍ଷୀ ଶିକାରର ଏକ୍ସକ୍ଲୁଜିଭ୍ ଭିଜୁଆଲ ଦେଖିବାକୁ ମିଳିଛି । ବ୍ରହ୍ମଗିରି ବନ୍ୟପ୍ରାଣୀ ବନାଞ୍ଚଳର ଘଟକୁଦି, ଚାଇଗେଣିଆ ମୌଜା ଗୁଡିକର ଧାନକ୍ଷେତରେ ଖାଦ୍ୟରେ ବିଷ ଦେଇ ପକ୍ଷୀ ଶିକାର କରୁଛନ୍ତି ଶିକାରୀ । ଗୋଟା ପିଛା ୨୦୦ ଟଙ୍କାରେ ବିକ୍ରୀ କରୁଛନ୍ତି ।  ମାଇଲ୍ ମାଇଲ୍ ବାଟ ଆକାଶରେ ଉଡି ଆସି ପହଁଞ୍ଚିଥିବା ପକ୍ଷୀଙ୍କୁ ଅବାଧ ଶିକାର କରାଯାଉଛି । ସେପଟେ ସବୁ ଜାଣି ବି ଚୁପ୍ ବସିଛି  ବ୍ରହ୍ମଗିରି ବନବିଭାଗ।
 

ବଳି ପଡୁଛନ୍ତି ବିଦେଶୀ ପକ୍ଷୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
bird-hunting-is-in-full-swing-in-puri | Argus News