Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
'ଆମର ଭାଷାଗତ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ ହେଉଛି'
ମୁମ୍ବାଇରେ ଇଣ୍ଡିଆ କେମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ
ଅର୍ଗସ ବ୍ୟୁରୋ : ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ କେମ୍-2024ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତ ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଅନୁରୋଧ କରିଛନ୍ତି। ମୋହନ ମାଝୀ କହିଛନ୍ତି ଓଡ଼ିଶାରେ ନିବେଶକମାନଙ୍କୁ ଦିଆଯିବ ହାଇଟେକ୍ ସୁବିଧା । ଓଡ଼ିଶାରେ ପୁଞ୍ଜି ନିବେଶ କରୁଥିବା ଲୋକଙ୍କୁ ସରକାର ସମସ୍ତ ସୁବିଧା ଯୋଗାଇ ଦେବେ
ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ
ଅର୍ଗସ ବ୍ୟୁରୋ: କାର୍ତ୍ତିକ ଆରମ୍ଭରୁ ମହାପ୍ରସାଦ ଦର ବେଲଗାମ। ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଯୋଗୁଁ ଭକ୍ତ ହେଉଛନ୍ତି ନିରାଶ। ଭୋଗରେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡା ତାଗିଦ୍ ପରେ ହଠାତ୍ ଉପର ମୁହାଁ ହୋଇଛି ଅବଢ଼ା ଦର। କୃତ୍ରିମ ଦର ବୃଦ୍ଧି ପାଇଁ ଅସାଧୁ ଅଣ ସେବକଙ୍କ ଦୌରାତ୍ମ୍ୟକୁ ଦାୟୀ କରାଯାଉଛି। ଅବଢାର କୌଣସି ନିର୍ଦ୍ଦିଷ୍ଟ ଦର ନିର୍ଦ୍ଦାରି