|
logo
Live
Argus News App
GET APP

Argus News - ହୀରାକୁଦ ଜଳଭଣ୍ତାରରେ ପକ୍ଷୀଗଣନା ଆରମ୍ଭ

Odisha

ହୀରାକୁଦ ଜଳଭଣ୍ତାରରେ ପକ୍ଷୀଗଣନା ଆରମ୍ଭ

Ritu Das
Browse all articles by Ritu Das
·2 years ago
ହୀରାକୁଦ ଜଳଭଣ୍ତାରରେ ପକ୍ଷୀଗଣନା ଆରମ୍ଭ

ଅର୍ଗସ ବ୍ୟୁରୋ: ହୀରାକୁଦ ଜଳଭଣ୍ତାରରେ ପକ୍ଷୀଗଣନା ଆରମ୍ଭ ହୋଇଛି । ହୀରାକୁଦ ଓ୍ବାଇଲ୍ଡ ଲାଇଫ ଡିଭିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ ସଂଲଗ୍ନ ଥିବା ଜଳଭଣ୍ତାରରେ ପକ୍ଷୀଗଣନା କରାଯିବ। 

ହୀରାକୁଦ ଡ୍ୟାମରୁ ଆରମ୍ଭ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ଏହି ଗଣନା ଚାଲିବ। ପକ୍ଷୀଗଣନା ପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି । ଏଥିରେ ୩ଟି ଜିଲ୍ଲାର ବନ ଅଧିକାରୀ ସାମିଲ ଥିବାବେଳେ ୩୦ ଜଣ ବନ ଅଧିକାରୀ, ୩୩ ଜଣ ପକ୍ଷୀ ବିଶେଷଜ୍ଞ ଓ  ଗଣନାକାରୀ ସାମିଲ ଅଛନ୍ତି। ମୋଟ ୭୮ଜଣ ଅଂଶଗ୍ରହଣ କରିଛନ୍ତି । ଏହି ପକ୍ଷୀଗଣନା ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଚାଲିବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ହୀରାକୁଦ ଜଳଭଣ୍ତାରରେ ପକ୍ଷୀଗଣନା ଆରମ୍ଭ | Argus News