Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶାବକକୁ ଜନ୍ମ ଦେଲା ଧଳା ବାଘୁଣୀ ମୌସୁମୀ

Smruti Parija
Browse all articles by Smruti Parija
·1 year ago
ଶାବକକୁ ଜନ୍ମ ଦେଲା ଧଳା ବାଘୁଣୀ ମୌସୁମୀ

ଭୁବନେଶ୍ୱର: ନନ୍ଦନକାନନରେ ବାଘୁଣୀର ପ୍ରସବ । କାଲି ରାତିରେ ନନ୍ଦନକାନନରେ ଶାବକକୁ ଜନ୍ମ ଦେଲା ଧଳା ବାଘୁଣୀ ମୌସୁମୀ । ଏହା ପୂର୍ବରୁ ବାଘୁଣୀ ମୌସୁମୀର 3ଟି ଶାବକ ଥିବା ସୂଚନା । ଉଭୟ ମା' ଓ ଶାବକମାନଙ୍କୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି । ଏପର୍ଯ୍ୟନ୍ତ ଶାବକଟିର ଲିଙ୍ଗ ନିରୂପଣ କରାଯାଇନଥିବା ସୂଚନା । 2016ରେ ମନୀଷ ଓ ସ୍ନେହା ଠାରୁ ଜନ୍ମ ନେଇଥିଲା ବାଘୁଣୀ ମୌସୁମୀ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Birth of Tiger at Nandankanan on International Tiger Day | Argus News