Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

Ritu Das
Browse all articles by Ritu Das
·2 years ago
ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଅର୍ଗସ ବ୍ୟୁରୋ: ଘୋଷଣା ହେଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବାକି ଥିବା ୧୨ ଆସନରୁ ୬ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। 
ରଘୁନାଥପାଲିରୁ ଅର୍ଚ୍ଚନା ରେଖା ବେହେରାଙ୍କୁ ଟିକେଟ ମିଳିଥିବାବେଳେ
ବାଲିକୁଦା ଏରସମା: ଶାରଦା ପ୍ରସାଦ ଜେନା
କାକଟପୁର: ତୁଷାରକାନ୍ତି ବେହେରା
ବରୀ: ବିଶ୍ବରଞ୍ଜନ ମଲ୍ଲିକ
ବାଙ୍ଗିରୀପୋଷୀ: ରଞ୍ଜିତା ମାର୍ଣ୍ଡି
ହିନ୍ଦୋଳ: ମହେଶ ସାହୁ

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD announced | Argus News