ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ
·2 years ago

ଅର୍ଗସ ବ୍ୟୁରୋ: ଆଗକୁ ଆସୁଛି ସାଧାରଣ ନିର୍ବାଚନ, ଏହି ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରସ୍ତୁତି।
ପୁରୀ ସଂସଦୀୟ କ୍ଷେତ୍ର ନେତାଙ୍କୁ ନବୀନ ନିବାସ ଡାକରା। ନେତାଙ୍କଠୁ ନିର୍ବାଚନ ମଣ୍ଡଳୀ ସଂପର୍କରେ ରିପୋର୍ଟ ନେଉଛନ୍ତି ନବୀନ।
ଅରୁଣ ସାହୁ, ଉମା ସାମନ୍ତରାୟ, ରୁଦ୍ର ମହାରଥି ଉପସ୍ଥିତ। ଆରମ୍ଭ ହଲା ବିଜେଡିର ଟିକେଟ କସରତ ପ୍ରକ୍ରିୟା। ବିଧାୟକ ଓ ପର୍ଯ୍ୟବେକ୍ଷକଙ୍କ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା ଆରମ୍ଭ।
ଅଧିକ ପଢ଼ନ୍ତୁ ରାଜନୀତି ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
