Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି

Odisha

ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି

Manini Pattanayak
Browse all articles by Manini Pattanayak
·2 years ago
ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି

ସମ୍ବଲପୁର:  ଯୋଡି ଶଙ୍ଖ ପାଇଁ ଯୋଡି ୫୦୦ ଟଙ୍କା । ରେଢାଖୋଲରେ ଟଙ୍କା ବାଣ୍ଟି ଭୋଟ କିଣୁଛି ବିଜେଡି। MP ଏବଂ MLA ଭୋଟ୍‌ ପାଇଁ ଜଣଙ୍କ ପିଛା ଏକ ହଜାର ଟଙ୍କା ଲେଖାଏଁ ବାଣ୍ଟୁଛି ବିଜେଡି।

ଖୁଲମ ଖୁଲା ପ୍ରଶାସନ ଆଖିରେ ଆଙ୍ଗୁଠି ଗୁଞ୍ଜି ବିଜେଡି ନେତା ମାନେ ଘର ଘର ବୁଲି ବାଣ୍ଟୁଛନ୍ତି ଟଙ୍କା । ରେଢାଖୋଲ ଏନଏସିର କଇଥସାହିରେ ବିଜେଡି ନେତା ଟଙ୍କା ବାଣ୍ଟୁଥିବା ବେଳେ ଅର୍ଗସ୍ କ୍ୟାମେରା ଦେଖି ଛତ୍ରଭଙ୍ଗ ଦେଲେ । ବିଡା ବିଡା ଟଙ୍କାଧରି ଗାଁ ଗାଁ ରେ ବାଣ୍ଟୁଛନ୍ତି ବିଜେଡି ନେତା । ସବୁ ଜାଣି ଚୁପ୍ ରେଢାଖୋଲ ରିଟଣ୍ଣିଙ୍ଗ ଅଫିସର୍ ଏବଂ ସମ୍ବଲପୁର ଜିଲ୍ଲା ନିର୍ବାଚନ ଅଧିକାରୀ।

ଅଧିକ ପଢନ୍ତୁ ଓଡ଼ିଶା  ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
BJD is buying votes by sharing money in sambalpur | Argus News