Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରାଜୟ ଭୟରେ ହୀନ ଚକ୍ରାନ୍ତ କରୁଛି ବିଜେଡି

Banajyotshna Ray
Browse all articles by Banajyotshna Ray
·2 years ago
ପରାଜୟ ଭୟରେ ହୀନ ଚକ୍ରାନ୍ତ କରୁଛି ବିଜେଡି

ଅର୍ଗସ ବ୍ୟୁରୋ: ବାଲିଆପାଳରେ ବିଜେଡି ପ୍ରାର୍ଥୀଙ୍କ ଗୁଣ୍ଡା ବାହିନୀଙ୍କ ଗୁଣ୍ଡାଗିରି । ପରାଜୟ ଭୟରେ ହୀନ ଚକ୍ରାନ୍ତ କରୁଛି ବିଜେଡି । ରାତି ଅଧରେ ଗୁଣ୍ଡା ଲଗାଇ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଜେପି ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ନାଥ ଅଣ୍ଡିଆ, ରତାଇ ପଞ୍ଚାୟତକୁ ଏଜେଣ୍ଟ ଫର୍ମ ଦେବା ପାଇଁ ଯାଇଥିଲେ। ଫର୍ମ ଦେଇ ଫେରୁଥିବାବେଳେ ବିଜେଡି ଦଳର ଗୁଣ୍ଡାବାହୀନି ତାଙ୍କୁ ଅଟକାଇବା ସହ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BJD is plotting without fear of defeat | Argus News