Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକାମ୍ର ଭୁବନେଶ୍ୱରରୁ  ହାରିଲେ ଅଶୋକ ପଣ୍ଡା 

Odisha

ଏକାମ୍ର ଭୁବନେଶ୍ୱରରୁ  ହାରିଲେ ଅଶୋକ ପଣ୍ଡା 

Manini Pattanayak
Browse all articles by Manini Pattanayak
·2 years ago
ଏକାମ୍ର ଭୁବନେଶ୍ୱରରୁ  ହାରିଲେ ଅଶୋକ ପଣ୍ଡା 

ଭୁବନେଶ୍ୱର: ଭାଙ୍ଗୁଛି ବିଜେଡି ଗଡ।  ହାରୁଛନ୍ତି  ବିଜେଡିର ବରିଷ୍ଠ ବରିଷ୍ଠ ନେତା। ଏକାମ୍ର ଭୁବନେଶ୍ୱରରୁ ହାରିଲେ  ବିଜେଡିର ନେତା ଅଶୋକ ପଣ୍ଡା। ଅଶୋକ ପଣ୍ଡାଙ୍କୁ ହରାଇଛନ୍ତି ବିଜେପି ପ୍ରାର୍ଥୀ ବାବୁ ସିଂ । ବାବୁ ସିଂଙ୍କ ଠାରୁ  ୨୫ ଶହରୁ ଅଧିକ  ଭୋଟରେ ହାରିଲେ ଅଶୋକ ପଣ୍ଡା। ଓଡିଶାରେ ସରକାର ଗଢିବା ଅଭିମୁଖେ ଭାରତୀୟ ଜନତା ପାର୍ଟି।  ଓଡ଼ିଶାରେ ଦୀର୍ଘ ୨୫ ବର୍ଷ ବିଜେଡି ଶାସନର ଅବସାନ ଘଟିବାକୁ ଯାଉଛି । ଆସୁଛି ବିଜେପି ବିଜେତା ହୋଇ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
BJD leader Ashok Panda lost from Bhubaneswar | Argus News